TOP NEWS

6/recent/ticker-posts

କାର୍ କୁ ଧକ୍କା ଦେଇ ଫେରାର ମାରୁଥିବା ବସ୍ କୁ ଗୋଡାଇ ଧରିଛି ପୋଲିସ


ଭଦ୍ରକ,୫।୪: କାର୍ କୁ ଧକ୍କା ଦେଇ ଫେରାର ମାରୁଥିବା ବସ୍ କୁ ଗୋଡାଇ ଧରିଛି ଭଦ୍ରକ ପୋଲିସ । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତଥା ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଭୁବନେଶ୍ବର ଯାଉଥିବା ଏକ ଯାତ୍ରୀବାହି ବସ୍ ଏକ କାର୍ କୁ ଧକ୍କା ଦେଇଥିଲା । ଧକ୍କାଦେବା ପରେ ବସ୍ ଟି ଦୃତଗତିରେ ପଳାଉଥିବା ବେଳେ ଭଦ୍ରକ ପୋଲିସ ଗୋଡାଇ ଅଟକ ରଖିଛି । ଅନ୍ୟପଟେ କାର୍ ଭିତରେ ଥିବା ୨ଜଣ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି ।