ବୌଦ୍ଧ,୧୭।୫: ବୌଦ୍ଧ ଜିଲ୍ଲାରେ କରୋନା ତାର କାୟାବିସ୍ତାର କରି ଗାଁ ମୁହାଁ ହେଲାଣୀ । ଏତିକି ସମୟରେ ଲୋକ ସଚେତନ ହୋଇ କରୋନା ଟେଷ୍ଟ୍ କରିବାରକୁ ଚାହୁଁଥିଲେ ମଧ୍ୟ ନିକଟରେ କୌଣସି ସୁବିଧା ନଥିବାରୁ ଚୁପ୍ ଚାପ୍ ବସିଯାଉଛନ୍ତି । ଯାହାଫଳରେ ସେମାନେ ଖୋଲାଖୋଲି ବୁଲୁଛନ୍ତି ଯାହାର ବାସ୍ତବ ସ୍ବରୂପ ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢିବଢି ଚାଲିଛି । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ମେଡିକାଲରେ କରୋନା ଟେଷ୍ଟ୍ କରିବାର ବ୍ୟବସ୍ତା ନଥିବାରୁ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କେବଳ ସେତିକି ନୁହେଁ ଜଣେ ବାଉଁଶୁଣୀ ମେଡିକାଲରେ ସ୍ଥାୟୀ ୨ଡାକ୍ତର ଥାଇମଧ୍ୟ ଜଣେ ଡାକ୍ତରରେ ରୋଗୀସେବା ଚାଲିଛି । ଯଦ୍ବାରା ଗହଳି ବୃଦ୍ଧି ପାଉଁଛି । ପ୍ରଥମତଃ ଏଠାରେ ଟେଷ୍ଟ୍ ହେଉନି ତାପରେ ମେଡିକାଲରେ ଭିଡ ହେଉଥିବାରୁ ସଂକ୍ରମଣକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ତେଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡାକ୍ତର ଓ କରୋନା ଟେଷ୍ଟ୍ କରିବା ଦିଗରେ ବୌଦ୍ଧ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
बौद्ध, 17 मई: बौद्ध जिले में करोना राज्य का एक गांव बन गया है। उस वक्त लोग कोरोना टेस्ट कराने की कोशिश कररहे थे, लेकिन पास में कोई सुविधा न होने के कारण वे चुपचाप बैठे रहे. इसी का नतीजा है कि जिले में संक्रमितों की संख्या दिन-ब-दिन बढ़ती जा रही है। बौद्ध जिले का बौंशुनी मेडिकल में कोरोना टेस्ट नहीं होने से लोगों में व्यापक आक्रोश व्याप्त है। इतना ही नहीं, बौंशुनी मेडिकल में दो स्थाई डॉक्टर और एक डॉक्टर है। "यह तब हमारे संज्ञान में आया था। संक्रमण से बचा नहीं जा सकता क्योंकि यहां पहले टेस्ट नहीं होता और फिर मेडिकल भीड़। इसलिए जनता ने मांग की है कि बौद्ध जिलाधिकारी लोगों के हित में डॉक्टरों की टेस्टिंग और कोरोना की जांच करें.

