TOP NEWS

6/recent/ticker-posts

ଘରେ ମଶାରୀ ଟାଣି ଶୋଇଥିବା ବେଳେ ଚାବିଦେଲା ନାଗସାପ


ପିପିଲି: ଘରେ ମଶାରୀ ଟାଣି ଶୋଇଥିବା ବେଳେ ଚାବିଦେଲା ନାଗସାପ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି । ତାଙ୍କ ନା ରୁଷିଆ ବେହେରା ହୋଇଥିବା ବେଳେ ତାଙ୍କ ଘର ପିପିଲି ଅନ୍ତର୍ଗତ କମଳାସାଗର ପାଟଣା ଗାଁ ରେ । ମିଳିଥିବା ଖବର ଅନୁସାରେ ଆଜି ସକାଳ ସମୟରେ ରୁଷି ଘରେ ମଶାରୀ ଟାଣି ସୋଇଥିବା ବେଳେ ହଠାତ ପାଦରେ କଣ ଗୋଟେ କାମୁଡି ଦେବାରୁ ଉଠି ଦେଖିଲା ପରେ ନାଗସାପ ବୋଲି ଜାଣିବାକୁ ପାଇଥିଲେ । ସେଠାରୁ ତାଙ୍କୁ ପ୍ରଥମେ ପିପିଲି ମେଡିକାଲ ଓ ପରେ ଭୁବନେଶ୍ବର କ୍ୟାପିଟାଲ୍ ମେଡିକାଲରେ ଭର୍ତ୍ତି କରିତରିବା ଜଣାପଡିଛି ।