TOP NEWS

6/recent/ticker-posts

ପୁଣି ଫେରିଛି ଚିଟଫଣ୍ଡ ମାମଲା:ଗିରଫ ହୋଇଛନ୍ତି ରୋଜଭ୍ୟାଲିର ଓଡିଶା ମୁଖ୍ୟ


ଭୁବନେଶ୍ବର,୩।୮: ପୁଣି ଫେରିଛି ଚିଟଫଣ୍ଡ ମାମଲା । ଆଜି ଗିରଫ ହୋଇଛନ୍ତି ରୋଜଭ୍ୟାଲିର ଓଡିଶା ମୁଖ୍ୟ ବିକ୍ରମ ଜିତ ଭୌମିକ୍ । କୋଲକତାରୁ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ୬କୋଟିରୁ ଅଧିକ ଟଙ୍କାର ଲୁଟିଥିବା ଅଭିଯୋଗରେ ଓଡିଶା ମୁଖ୍ୟଙ୍ଜୁ ଗିରଫ କରିଛି । ସୂଚନା ଥାଉ କି ବିକ୍ରମ୍ ଜିତ୍ ୨୦୧୩ ମସିହାରୁ ଫେରାର ଥିଲେ I